25 Odia GK Questions- ଏମିତି କେଉଁ ଜିନିଷ ଅଛି ଯାହାକୁ ସ୍ଵାମୀ ନିଜ ସ୍ତ୍ରୀକୁ ଦେଇଥାଏ କିନ୍ତୁ ସ୍ତ୍ରୀ ସ୍ଵାମୀକୁ ଦେଇ ନଥାଏ?

ନମସ୍କାର ବନ୍ଧୁଗଣ.ବନ୍ଧୁଗଣ ଜୀବନରେ ସାଧାରଣ ଜ୍ଞାନର ଆବଶ୍ୟକତା ବହୁତ ଥାଏ । ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ କଥା ଜାଣିପାରୁ । କିନ୍ତୁ ଆମେ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ ।

ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇଏଏସ ଏବଂ ଆଇପିଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ । ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ । ତେବେ ଆସନ୍ତୁ ସେହିପରି ଅନେକ ପ୍ରଶ୍ନ ଓ ତାର ଉତ୍ତର ଵିଷୟ ରେ ଜାଣିବା ।

୧ . ଏମିତି କେଉଁ ଜୀବ ଅଛି ଯିଏ ୫ ରୁ ୮ ମିନିଟ ପର୍ଯ୍ୟନ୍ତ ନିଶ୍ବାସ ପ୍ରଶ୍ଵାସ ନେଇ ନ ଥାଏ ?

ଉତ୍ତର- ଡ଼ଲଫିନ ମାଛ ।

୨ . ହରିଣର ଦୌଡ଼ିବାର ବେଗ ଘଣ୍ଟା ପ୍ରତି କେତେ ହୋଇଥାଏ ?

ଉତ୍ତର- ୬୦ ରୁ ୭୦ କିଲୋମିଟର ପ୍ରତି ଘଣ୍ଟା ।

୩ . ସର୍ବପ୍ରଥମେ ଚନ୍ଦ୍ର କୁ କେଉଁ ଜୀବ ଯାଇଥିଲା ?

ଉତ୍ତର- କୁକୁର ।

୪ . କେବଳ ଗୋଟିଏ ଦିନ ପାଇଁ ଭାରତ ର ରାଜଧାନୀ ହୋଇଥିବା ସହର ର ନାମ କଣ ?

ଉତ୍ତର- ଆଲ୍ହାବାଦ ।

୫ . ଏମିତି କେଉଁ ଜିନିଷ ଅଛି ଯାହାକୁ ସବୁ ଛୋଟ ପିଲା ମାନେ ଖାଇଥାନ୍ତି କିନ୍ତୁ ପସନ୍ଦ କରି ନ ଥାନ୍ତି ?

ଉତ୍ତର- ଗାଳି ।

୬ . ଦୁନିଆ ର ସବୁଠାରୁ ଲମ୍ବା ସମ୍ବିଧାନ କେଉଁ ଦେଶ ର ଅଟେ ?

ଉତ୍ତର- ଭାରତ ।

୭ . କେଉଁ ପରିବା ର ରସ ପିଇବା ଦ୍ୱାରା ଆଖି ର ଉଜ୍ଜ୍ଵଳତା ବଢିଥାଏ ?

ଉତ୍ତର- ପାଳଙ୍ଗ ଶାଗ ର ରସ ।

୮ . କେଉଁ ମୋଗଲ ଶାସକ ରଙ୍ଗିଲା ନାମ ରେ ଜଣା ଯାଇଥାନ୍ତି ?

ଉତ୍ତର- ମୋହମ୍ମଦ ଶାହ ।

୯ . ଏମିତି କେଉଁ ଜିନିଷ ଅଛି ଯାହା ପାଣି ରେ ମଧ୍ୟ ଜଳିଥାଏ ?

ଉତ୍ତର- ସୋଡିୟମ ।

୧୦ . ଭଗବାନ ରାମ ଙ୍କ ର ମାତା ଙ୍କ ନାମ କଣ ଅଟେ ?

ଉତ୍ତର- କୌଶଲ୍ୟା ।

୧୧ . ଭାରତ ର କେଉଁ ସହର ରେ ଯାନ ବାହନ ର ସଂଖ୍ୟା ସେହି ସହରର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ ଅଟେ ?

ଉତ୍ତର- ପୁନେ ।

୧୨ . ଦୁନିଆ ରେ ସର୍ବପ୍ରଥମେ କେଉଁଠାରେ ରାଜ୍ୟ ସ୍ଥାପନ କରାଯାଇଥିଲା ?

ଉତ୍ତର- ଆମେରିକା ରେ ।

୧୩ . ଭାରତରେ ଅଧିକ ସମୟ ପାଇଁ ମୁଖ୍ୟମନ୍ତ୍ରୀ କିଏ ରହିଛନ୍ତି ?

ଉତ୍ତର- ପଶ୍ଚିମବଙ୍ଗ ର ଜ୍ୟୋତି ବସୁ ।

୧୪ . ଚାରି ଭାଗ କୁ ଇଂରାଜୀ ରେ କଣ କୁହାଯାଏ ?

ଉତ୍ତର- ବଙ୍କ(bunk) ।

୧୫ . ସୂର୍ଯ୍ୟ କିରଣ ରୁ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର- ଭିଟାମିନ- ଡ଼ି ।

୧୬ . କେଉଁ ପକ୍ଷୀର ବସା ର ଓଜନ ୧୬୦୦କିଲୋ ଅଟେ ?

ଉତ୍ତର- ଆମେରିକା ର ମେରିଲ୍ୟାଣ୍ଡ ପକ୍ଷୀ ।

୧୭ . ନେତ୍ରଦାନ ସମୟରେ ଆଖି ର କେଉଁ ଅଂଶ କୁ ଦାନ କରାଯାଇଥାଏ ?

ଉତ୍ତର- କର୍ନିଆ ।

୧୮ . ଦୁନିଆ ର ସବୁଠାରୁ ସୁନ୍ଦର ମଣିଷ କିଏ ଅଟେ ?

ଉତ୍ତର- ଟମ କ୍ରୁଜ ।

୧୯ . ଉତ୍ତର ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଙ୍କୁ ଗୋଟିଏ ମାସ ରେ କେତେ ଟଙ୍କା ଦରମା ଆକାର ରେ ମିଳିଥାଏ ?

ଉତ୍ତର- ୧୨୯୦୦୦ ।

୨୦ . ତାହା କେଉଁ ପ୍ରାଣୀ ଯିଏ ଜନ୍ମ ହେବା ସମୟରେ କେବଳ ଏକ ଇଞ୍ଚ ର ହୋଇଥାଏ ?

ଉତ୍ତର- କଙ୍ଗାରୁ ।

୨୧ . ସିରକା ର ବୈଜ୍ଞାନିକ ନାମ କଣ ଅଟେ ?

ଉତ୍ତର- ଏସିଟିକ ଅମ୍ଳ ।

୨୨ . ସେନା ରେ ସବୁଠାରୁ ଅଧିକ ଦରମା କିଏ ପାଇଥାନ୍ତି ?

ଉତ୍ତର- ସେନା ମୁଖ୍ୟ ।

୨୩ . ଭାରତ ର ସବୁଠାରୁ ବଡ଼ ଜିଲ୍ଲା କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର- ଗୁଜୁରାଟ ।

୨୪ . ଏମିତି କେଉଁ ଜିନିଷ ଅଛି ଯାହା ଥଣ୍ଡା ହେଲେ ତରଳି ଥାଏ ?

ଉତ୍ତର- ମହମ ବତୀ ।

୨୫ . ଏମିତି କେଉଁ ଜିନିଷ ଅଛି ଯାହାକୁ ପତି ନିଜର ପତ୍ନୀ କୁ ଦେଇଥାଏ କିନ୍ତୁ ପତ୍ନୀ ପତି କୁ ଦେଇ ନ ଥାଏ ?

ଉତ୍ତର- ଶେଷ ନାମ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚୟ ବହୁତ ଭଲ ଲାଗିଥିବ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *